32.1 C
Bhubaneswar
Thursday, March 28, 2024
Homeଅପରାଧମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପୁଞ୍ଜିଲାଲକୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ

ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପୁଞ୍ଜିଲାଲକୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ

ଭୁବନେଶ୍ୱର : ପାଟଣାଗଡ଼ ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ। ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ। ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ । ୨୮ ତାରିଖ ଦିନ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ । ଅନ୍ତରୀଣ ଜାମିନ ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନ ଅବଧିରେ ଗଣମାଧ୍ୟମକୁ ନଭେଟିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ ।ଏକମାତ୍ର ପୁତ୍ର ହୋଇଥିବାରୁ ମାଙ୍କୁ ମୁଖାଗ୍ନି ଦେବା ପାଇଁ କିଛି ଦିନ ତଳେ ଜେଲରୁ ଆସିଥିଲେ ପୁଞ୍ଜିଲାଲ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking