ପାରାଲିମ୍ପିକ୍ସ ୨୦୨୪ : ୮୪ ଜଣିଆ ଭାରତୀୟ ଦଳରେ ନାହାନ୍ତି ଓଡ଼ିଆ ଖେଳାଳି

ଭୁବନେଶ୍ବର : ଆସନ୍ତା ୨୮ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ । ୮୪ ଜଣିଆ ଭାରତୀୟ ଦଳ ଏଥିରେ ଭାଗ ନେବ । କିନ୍ତୁ ଏହି ଦଳରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନାହାନ୍ତି । ଏ ପର୍ଯ୍ୟନ୍ତ ମାତ୍ର ଦୁଇ ଜଣ ଓଡ଼ିଆ ପାରାଲିମ୍ପିକ୍ସରେ ଭାଗ ନେଇଛନ୍ତି । ସେମାନେ ହେଲେ ମାର୍କଣ୍ଡ ରେନ୍ଦି ଓ ପ୍ରମୋଦ ଭଗତ । ପାରା ଆଥଲେଟିକ୍ସରେ ମାର୍କଣ୍ଡ ୨୦୧୬ରେ କ୍ରୀଡ଼ାରେ ଏବଂ ବ୍ୟାଡମିଣ୍ଟନରେ ପ୍ରମୋଦ … Continue reading ପାରାଲିମ୍ପିକ୍ସ ୨୦୨୪ : ୮୪ ଜଣିଆ ଭାରତୀୟ ଦଳରେ ନାହାନ୍ତି ଓଡ଼ିଆ ଖେଳାଳି