ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରୁ ଆସିଛି ଅତ୍ୟନ୍ତ ଖରାପ ଖବର । ସେନାର ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ଘେରି ଯାଇ ଗୁଳିମାଡ଼ ଆରମ୍ଭ କରି ଦେଇଛନ୍ତି ଆତଙ୍କବାଦୀ । ଯବାନମାନେ ଏହାର ମୁକାବିଲା କରୁଥିଲେ ହେଁ ଆତଙ୍କବାଦୀମାନେ ସେମାନଙ୍କୁ ୪ ପଟୁ ଘେରି ଯାଇ ଗୁଳିମାଡ଼ କରୁଥିବା ଜଣାପଡ଼ିଛି । ଏହି ଗୁଳିମାଡ଼ରେ ୩ ଜଣ ଯବାନ ସହିଦ୍ ହୋଇଛନ୍ତି ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଏହି … Continue reading ଆତଙ୍କୀ ହମଲା; ୩ ଯବାନ ସହିଦ
Copy and paste this URL into your WordPress site to embed
Copy and paste this code into your site to embed