ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ପୂଜା ଭେଟି

ଭୁବନେଶ୍ୱର(ବିପିନ ସିଂ): ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ବିରୋଧୀଙ୍କୁ ଚକିତ କଲାଭଳି ତାଙ୍କ ଇସ୍ତଫା ଦେଇ ଦଶହରା ପୂଜା ଭେଟି ଦେଇଛନ୍ତି । ବିରୋଧୀଙ୍କ ମୁହଁକୁ ସେ ତାଙ୍କ ଇସ୍ତଫା ପତ୍ର ଫିଙ୍ଗିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ କିଛି ମାସ ହେଲା ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣାଣୀ କରୁଥିବା ବେଳେ ତାକୁ ନେଇ ବିରୋଧୀ ବହୁ ଆପତି ଉଠାଉଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିର ବାତାବରଣ … Continue reading ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ପୂଜା ଭେଟି