ହାତ ଯୋଡ଼ି କ୍ଷମା ମାଗିଲେ ପାଣ୍ଡିଆନ୍‌

ଭୁବନେଶ୍ୱର : ରାଜନୀତିରୁ ସନ୍ୟାସ ଘୋଷଣା କଲେ ପାଣ୍ଡିଆନ୍ । ହାତଯୋଡି ବିଜୁ ପରିବାର ଓ କର୍ମିମାନଙ୍କୁ କ୍ଷମା ମାଗିଛନ୍ତି । ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ୍ । ସେ କହିଛନ୍ତି , ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇ ଥିବାରୁ ସେ ଦୁଖିତ ଅଛନ୍ତି । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା କାର୍ତ୍ତିକ ପାଣ୍ଡିଆନ୍‌ ଆଜି ରାଜନୀତି ଛାଡ଼ିଛନ୍ତି। … Continue reading ହାତ ଯୋଡ଼ି କ୍ଷମା ମାଗିଲେ ପାଣ୍ଡିଆନ୍‌