30.1 C
Bhubaneswar
Wednesday, April 24, 2024
Homeଓଡିଶାଧବଳେଶ୍ୱର ପୀଠରେ ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ, ୬ରେ ପାଳନ...

ଧବଳେଶ୍ୱର ପୀଠରେ ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ, ୬ରେ ପାଳନ ହେବ ବଡ଼ଓଷା

ଆଠଗଡ଼ : ନଭେମ୍ବର ୪ ରୁ ୮ ପର୍ଯ୍ୟନ୍ତ ଚାଲିବ ପଞ୍ଚୁକ ବ୍ରତ । ଆଠଗଡ଼ ଧବଳେଶ୍ୱର ପୀଠରେ ୬ ତାରିଖରେ ବଡ଼ଓଷା ପାଳନ ହେବ । ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ,ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏ ବର୍ଷ ଝୁଲାପୋଲର ମାହାସୁଲ ପାଞ୍ଚ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମଞ୍ଚେଶ୍ୱର ପଟୁ ପ୍ରଶାସନ ଡଙ୍ଗା ବ୍ୟବସ୍ଥା କରଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ ବ୍ୟାପକ ଫୋର୍ସ ଏବଂ ପୋଲିସ ଅଧିକାରୀ ମୁତୟନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking