ପାଲଘର ଲିଞ୍ଚିଙ୍ଗ୍ ମାମଲା; ମହାରାଷ୍ଟ୍ର ସରକାରଙ୍କ ସିବିଆଇ ତଦନ୍ତ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟଙ୍କ କ୍ଲିୟରାନ୍ସ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘରରେ ୨୦୨୦ରେ କେତେକ ଲୋକ ତିନିଜଣ ସାଧୁଙ୍କୁ ପିଟିପିଟି ମାରି ଦେଇଥିଲେ । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି । କୋର୍ଟ କହିଛନ୍ତି, ରାଜ୍ୟ ସରକାର ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶର ଆବଶ୍ୟକତା ନାହିଁ । ଏହା କହିବା ସହିତ କୋର୍ଟ … Continue reading ପାଲଘର ଲିଞ୍ଚିଙ୍ଗ୍ ମାମଲା; ମହାରାଷ୍ଟ୍ର ସରକାରଙ୍କ ସିବିଆଇ ତଦନ୍ତ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟଙ୍କ କ୍ଲିୟରାନ୍ସ