32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଏଆଇଏଡିଏମକେ ହାରିବା ପରେ ଇସ୍ତଫା ଦେଲେ ପଲାନିସ୍ୱାମୀ

ଏଆଇଏଡିଏମକେ ହାରିବା ପରେ ଇସ୍ତଫା ଦେଲେ ପଲାନିସ୍ୱାମୀ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡ୍ଡି ପଲାନିସ୍ୱାମୀ ସୋମବାର ଏଆଇଏଡିଏମକେ ରୁ ଇସ୍ତଫା ଦେଇଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନପାରିବାରୁ ସେ ଇସ୍ତଫା ଦେଇଛନ୍ତି ରିପୋର୍ଟ ଅନୁସାରେ, ସେ ନିଜ ବାସଭବନ ସାଲମରୁ ରାଜ୍ୟପାଳ ବନୱାରିଆଲ ପୁରୋହିତଙ୍କୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଭଲ ପ୍ରଦ୍ରଶନ କରି ବହୁମତ ହାସଲ କରିଛି । ରାଜ୍ୟରେ ୨୩୪ ସିଟରେ ଭୋଟଗ୍ରହଣ ହୋଇଥିବା ବେଳେ ୧୪୩ ସିଟ ଡିଏମକେ କବଜା କରିଛି । ଏଆଇଏଡିଏମକେ ୯୦ ସିଟ ହାସଲ କରିଛି । ବିଜୟ ପାଇଁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking