ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍‌, ଗୁଳିବର୍ଷଣ କଲା

ନୂଆଦିଲ୍ଲୀ : ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ଏହାକୁ ମାତ୍ର କେଇ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀର ସୀମାରେ ବର୍ଷିଲା ଗୁଳିଗୋଳା । ଏଲଓସି ନିକଟବର୍ତ୍ତୀ ଏକାଧିକ ସ୍ଥାନରେ ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳିବର୍ଷଣ ହୋଇଛି । ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା । ଶ୍ରୀନଗରରେ ଶୁଭିଛି ବଡ଼ ବଡ଼ ବିସ୍ଫୋରଣ ଶବ୍ଦ … Continue reading ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍‌, ଗୁଳିବର୍ଷଣ କଲା