30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପାକିସ୍ତାନ ସରକାର ନେଇଛନ୍ତି ବଡ ନିଷ୍ପତ୍ତି, ଭଡାରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାକିସ୍ତାନ ସରକାର ନେଇଛନ୍ତି ବଡ ନିଷ୍ପତ୍ତି, ଭଡାରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସଲ।ମ।ବ।ଦ: ପ।କିସ୍ତ।ନର ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଇମ୍ର।ନ ଖ।ନ ପ୍ରଧ।ନମନ୍ତ୍ରୀଙ୍କ ବ।ସଭବନରେ ରୁହନ୍ତି ନ।ହିଁ । ୨୦୧୯ ଠ।ରୁ ଇମ୍ର।ନ ପ୍ରଧ।ନମନ୍ତ୍ରୀଙ୍କ ସରକ।ରୀ ବ।ସଭବନରେ ନରହି ସେ ତ।ଙ୍କର ବ।ନି ଗ।ଲ। ନିବ।ସରେ ରହୁଛନ୍ତି ।
ପ୍ରଧ।ନମନ୍ତ୍ରୀ ପଦରେ ରହିଥିବ।ବେଳେ ସରକ।ରୀ ବିଲ୍‌ଡିଂ ଭ।ବରେ ଇମ୍ର।ନ ଖ।ନ କେବଳ ପ୍ରଧ।ନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବ୍ୟବହ।ର କରନ୍ତି । ପ୍ରଧ।ନମନ୍ତ୍ରୀଙ୍କ ବ।ସଭବନ ପଛରେ ଏହି ବିଲ୍ଡିଂରେ ଏକ ବିଶ୍ୱବିଦ୍ୟ।ଳୟ ଖୋଲିବ।କୁ ଇମ୍ର।ନଙ୍କର ଉଦ୍ଦେଶ୍ୟ ଥିଲ। କିନ୍ତୁ ବର୍ତ୍ତମ।ନ ଯୋଜନ। ବଦଳି ଯ।ଇଛି । ପିଟିଆଇ ସରକ।ର ଏବେ ଏହ।କୁ ଭଡ। ଦେବ।କୁ ନିଷ୍ପତ୍ତି ନେଇଛନ୍ତି।
ଏହି ବିଲ୍ଡିଂରେ ଲୋକଙ୍କୁ ସାଂସ୍କୃତିକ, ଫ୍ୟ।ଶନ୍, ଶିକ୍ଷ।ଗତ ତଥ। ଅନ୍ୟ।ନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବ।କୁ ଇମ୍ର।ନ କ୍ୟ।ବିନେଟ୍ ନିଷ୍ପତ୍ତି ନେଇଛି । ଏଥିପ।ଇଁ ଦୁଇଟି କମିଟି ଗଠନ କର।ଯ।ଇଛି । କାର୍ଯ୍ୟକ୍ରମ ସମୟରେ ପିଏମ୍ ହ।ଉସର ଶୃଙ୍ଖଳ। ଏବଂ ଶୋଭ।ଯ।ତ୍ର। ଉଲ୍ଲଂଘନ ନହେବ।କୁ ସେମ।ନେ ଦ।ୟୀ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking