37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଅବସରପ୍ରାପ୍ତ କର୍ମଚାରୀଙ୍କୁ ପାକିସ୍ତାନରେ ମିଳୁନି ପେନଶନ ଟଙ୍କା

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପାକିସ୍ତାନରେ ମିଳୁନି ପେନଶନ ଟଙ୍କା

ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜର ସରକାରୀ କର୍ମଚାରୀଙ୍କୁ ପେନଶନ ବା ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ଦେଇ ପାରୁନାହିଁ । ପାକିସ୍ତାନର ରେଲୱେର ଗ୍ରେଡ-୪ ର ଜଣେ ଅବସରପ୍ରାପ୍ତ କର୍ମଚାରୀ ଚିନ୍ତିତ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।ରବିନ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପେନଶନ ନ ପାଇବାରୁ ଚିନ୍ତିତ ହୋଇ ପଡିଥିଲେ । ଦଃୁଖ ରେ ଭାଙ୍ଗି ପଡି ରେଳ ବିଭାଗର ମୁଖ୍ୟ କାର୍ଯ୍ୟାଳୟର ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ବଞ୍ଚି ଯାଇଥିଲେ ବି ତାଙ୍କର ଦୁଇଟି ଗୋଡ ଭାଙ୍ଗି ଯାଇଛି । ତେବେ ପାକିସ୍ତାନ ଏବେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଅର୍ଥନୀତି ଦୁର୍ବଳ ହେବାକୁ ଲାଗିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking