ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଲ୍ୟାବ ଆସିଷ୍ଟାଣ୍ଟ

ଝାରସୁଗୁଡ଼ା : ପୁଣି ଧରାପଡ଼ିଲେ ଆଉ ଜଣେ ଲାଞ୍ଚୁଆ କର୍ମଚାରୀ । ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାବ ଆସିଷ୍ଟାଣ୍ଟ । ମୃତ୍ତିକା ପରୀକ୍ଷାଗାରର ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ପୁନଃ ନିଯୁକ୍ତି କରାଇବାକୁ ସେ ଜଣଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ।