ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୬ ମୃତ, ୧୨ ଜଣ ଗୁରୁତର

ବାରିପଦା: ଘାଟିରେ ଓଲଟାଇଲା ଧଉଳି ଗଣନାଟ୍ୟ ଟ୍ରକ । ଦୁର୍ଘଟଣାରେ ୬ ମୃତ, ୧୨ ଜଣ ଗୁରୁତର । ଗୁରୁତର ୧୨ ଜଣଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା । ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା । ଗାଡିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ । ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୩ ମୃତ