୨୦୩୬ ସୁଦ୍ଧା ବିକଶିତ ଓଡିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ : ରାଜ୍ୟପାଳ

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ । ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ରଘୁବର ଦାସ । ଜୟ ଜଗନ୍ନାଥ କହି ଅଭିଭାଷଣ ଅରମ୍ଭ କଲେ ରାଜ୍ୟପାଳ । ଗୃହରେ ଦିବଂଗତ ନେତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ମୋର ସରକାର ନିରପେକ୍ଷତାର ସହ କାମ କରିବ । ଯୁବକଙ୍କ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ … Continue reading ୨୦୩୬ ସୁଦ୍ଧା ବିକଶିତ ଓଡିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ : ରାଜ୍ୟପାଳ