34.1 C
Bhubaneswar
Thursday, April 25, 2024
Homeଓଡିଶାସିଲ୍‌ ହେଲା ଓୟୁଏଟି, ଲାଗିଲା ଲାଲ ପତାକା

ସିଲ୍‌ ହେଲା ଓୟୁଏଟି, ଲାଗିଲା ଲାଲ ପତାକା

ଭୁବନେଶ୍ୱର :  ସିଲ୍‌ ହେଲା ଓୟୁଏଟି, ଲାଗିଲା ଲାଲ ପତାକା | ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଫାର୍ମକୁ ସିଲ୍‌ କରି ଦିଆଯାଇଛି। ଏହି ଫାର୍ମକୁ ସିଲ୍‌ କରିବା ସହ କର୍ତ୍ତୃପକ୍ଷ ଲାଲ ପତାକା ମଧ୍ୟ ଲଗାଇଛନ୍ତି। ଏହି ଫାର୍ମ ତିନିମାସ ପର୍ଯ୍ୟନ୍ତ ସିଲ୍‌ ରହିବା ସହିତ ପ୍ରତି ୧୫ଦିନରେ ଥରେ ବିଶୋଧନ କରାଯିବ। ଏଥିସହିତ ୧ବର୍ଷ ଯାଏଁ ଏହି ଫାର୍ମରେ କୁକୁଡ଼ା ପ୍ରଜନନକୁ ବନ୍ଦ କରାଯିବ ବୋଲି ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି।
ଜାନୁଆରି ୨୭ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ବାର୍ଡ ଫ୍ଲୁ ସ୍ଥିତିର ଅନୁଧ୍ୟାନ କରିଥିଲେ।
https://onakhabar.com/2020/02/04/corona-virus-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking