37.1 C
Bhubaneswar
Saturday, April 20, 2024
Homeଓଡିଶାଜୁଲାଇ ୩୧ ଭିତରେ ମାଟ୍ରିକ ଫଳ

ଜୁଲାଇ ୩୧ ଭିତରେ ମାଟ୍ରିକ ଫଳ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ, ମାଟ୍ରିକ ଖାତା ଦେଖା ସମାପ୍ତ ହୋଇଯାଇଛି । ଏବେ ଟାବୁଲେସନ ଚାଲିଛି । ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହିଛି । ସଟଡାଉନ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁନାହାନ୍ତି । ତେଣୁ ମୂଲ୍ୟାୟନ ହୋଇ ପାରୁନାହିଁ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବି ।
କରୋନା ମହାମାରୀ ପାଇଁ ଏହି ବର୍ଷ ପରୀକ୍ଷା ଫଳ ବାହାରିବା ପାଇଁ ବିଳମ୍ବ ହେଉଛି । ତେବେ ଉଚ୍ଚ ଶିକ୍ଷା ପାଇଁ ଅପେକ୍ଷା କରି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ଅଟେ ।

ରାଜ୍ୟରେ ଆଉ ୬୧୬ ପଜିଟିଭ ଚିହ୍ନଟ : ସଂଖ୍ୟା ଛୁଇଁଲା ୧୩ ହଜାର ୭୩୭କୁ

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking