ଓଟିଭି କର୍ମଚାରୀଙ୍କୁ ପୁଣି ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଓଟିଭି ବିରୋଧରେ ପୁଣି ଏକ ନୂଆ ମାମାଲା ରୁଜୁ କରିଛି ପୋଲିସ । ଗତ କାଲି ରାତି ଅଧରେ ପୁଣି ପୋଲିସ ପହଞ୍ଚି ଖୋର୍ଦ୍ଧା ସାରୁଆ ସ୍ଥିତ ଓଟିଭି ଷ୍ଟୁଡ଼ିଓରେ ପଶି ସେଥିରେ ଥିବା ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ରାତି ଅଧିଆ ଉଠାଇ ନେଇଛି । ପୋଲିସର ଏହିଭଳି ବ୍ୟବହାରକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି ।ଏକ କୁଖ୍ୟାତ ଅପରାଧୀକୁ ଗିରଫ କରିବା ଭଳି ପୋଲିସ୍ ତାଙ୍କୁ ଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହେଇଛି ।

LEAVE A REPLY

Please enter your comment!
Please enter your name here