ଓଟିପି ସେୟାର ସ୍କାମ୍‌: ଆଉ ଜଣେ ଗିରଫ

ଭୁବନେଶ୍ୱର: ପାକିସ୍ତାନ ଇଣେ୍‌ଟଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍ ଘଟଣା । ଆଉ ଜଣେ ଅଭିଯୁକ୍ତ ନୟାଗଡର ପ୍ରଦ୍ୟୁମ୍ନ ସାହୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ୫୦୦ରୁ ଉର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ ସିମ୍ ପଠାଣୀଙ୍କୁ ବିକିଥିଲେ ପ୍ରଦ୍ୟୁମ୍ନ । ଏସବୁ ସିମ୍ ଓ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା ବୋଲି ଜଣାପଡିଛି । ପୂର୍ବରୁ ପଠାଣୀ ସମେତ ୩ ଜଣଙ୍କୁ ଗିରଫ କରି ଖୋଳତାଡ କରୁଥିଲେ ଏସଟିଏଫ୍ । କାହିଁକି କୈଳାସ ପର୍ବତକୁ ଚଢି … Continue reading ଓଟିପି ସେୟାର ସ୍କାମ୍‌: ଆଉ ଜଣେ ଗିରଫ