ନହେଲେ କୋର୍ଟର ଦ୍ୱାରସ୍ଥ ହେବୁ : ବିଜେଡି
ଭୁବନେଶ୍ୱର: ଶଙ୍କର ପୃଷ୍ଟି ଧରାପଡିବା ପରେ ସରକାରଙ୍କୁ ବିଜେଡିର ଟାର୍ଗେଟ । ଟାର୍ଗେଟ କଲେ ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି । ଚଟୁ ଆମିଷ ବେଣ୍ଟ ନିରାମିଷ ହେବା ଭଳି ଘଟଣା କହି ଟାର୍ଗେଟ କଲେ । ଏହା ସହ କହିଛନ୍ତି ଯେ ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ କଥା କହୁଛି ତଦନ୍ତ କରାନ୍ତୁ । କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ୍ ନୁହେଁ । … Continue reading ନହେଲେ କୋର୍ଟର ଦ୍ୱାରସ୍ଥ ହେବୁ : ବିଜେଡି
Copy and paste this URL into your WordPress site to embed
Copy and paste this code into your site to embed