ପୂଜା ଛୁଟି ପରେ ଖୋଲିପାରେ ଅନ୍ୟ କ୍ଲାସ

ଭୁବନେଶ୍ୱର: ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହେବ । ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ । ସ୍କୁଲ ନ ଖୋଲିବା ଯାଏଁ ଅନଲାଇନରେ କ୍ଲାସ ଚାଲିବ । ମୋବାଇଲର ଦୁରୁପଯୋଗ ଯେଭଳି ନ ହେଉ ଅଭିଭାବକ ସଜାଗ ହୁଅନ୍ତୁ ।

LEAVE A REPLY

Please enter your comment!
Please enter your name here