ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ
ଭୁବନେଶ୍ୱର: ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ କଲା କ୍ରାଇମବ୍ରାଞ୍ଚ । କାଲି ଅଫିସ୍କୁ ଡାକି ନିହାରଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଉପସଭାପତି ନିହାରଙ୍କ ଲାପଟପ୍କୁ ଓଟିଇଟି ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଲିକ ମାମଲାରେ ୭ଜଣ ବନ୍ଧା ହୋଇଛନ୍ତି। ବୋର୍ଡ ଉପସଭାପତିଙ୍କୁ ସିବିର ପଚରାଉଚରା
Copy and paste this URL into your WordPress site to embed
Copy and paste this code into your site to embed