33.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ ଜାଲରେ ଓଟିଡିସିର ୨ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଓଟିଡିସିର ୨ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋରାପୁଟ ଓଟିଡିସିର ୨ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଭରତ ନାୟକ ଓ କନିଷ୍ଠ ଯନ୍ତ୍ରୀ କ୍ଷିରୋଦ ବେହେରା ଧରାପଡିଛନ୍ତି । ଭୁବନେଶ୍ୱର ଆସି କଣ୍ଟ୍ରାକ୍ଟରଙ୍କ ଠାରୁ ୧ ଲକ୍ଷ ଲାଂଚ ନେଇ ଧରାପଡିଲେ । ଟଙ୍କା ଜବତ ହୋଇଥିବା ବେଳେ ଦୁଇ ଯନ୍ତ୍ରୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚୁରା କରୁଛି ।
ଅନ୍ୟପଟେ ୧୧୫ କୋଟିର ଜିଏସଟି ଚୂନ ଲଗାଇ ୨ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ସୁଜିତ ମୈତ୍ର ଓ ରାଉରକେଲାରୁ ଗୁରୁଦୀପ ଡାଙ୍ଗ ଗିରଫ ହୋଇଛନ୍ତି । ୧୬ଟି ଫେକ୍ କମ୍ପାନୀ କରି ଜିଏସଟି ଠକୁଥିଲେ ବୋଲି ଜିଏସଟି  କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking