16.1 C
Bhubaneswar
Friday, January 28, 2022
Homeଓଡିଶାପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍

ପୁରୀ: ସାରା ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ବଢି ବଢି ଚାଲିଛି। ଏନେଇ ରାଜ୍ୟରେ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି ସରକାର। ଏହାରି ମଧ୍ୟରେ  ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍ ହୋଇଛି। ଜଣେ ଡାକ୍ତର ଓ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ CDMOଙ୍କ ନିର୍ଦେଶରେ ସିଲ୍ ହୋଇଛି ଅପରେସନ ଥିଏଟର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking