ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ଏସପି

ଭୁବନେଶ୍ୱର: ଖୁବଶୀଘ୍ର ଓଏସଏସସି ପ୍ରଶ୍ନପତ୍ର ଲିକ୍ ଫିଟିବ ଗୁମର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତି ଚାଲିଛି । ତିନୋଟି ଏଥିରେ ନିୟୋଜିତ ଅଛନ୍ତି । ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ । ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ସେହିପରି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରୁଥିଲେ … Continue reading ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ଏସପି