26.7 C
Bhubaneswar
Friday, April 19, 2024
Homeଓଡିଶାଓଏସଆଇସି ଅଧ୍ୟକ୍ଷ ଚିନ୍ମୟଙ୍କୁ କରୋନା

ଓଏସଆଇସି ଅଧ୍ୟକ୍ଷ ଚିନ୍ମୟଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାରୁ ଫିଲ୍ମ ଷ୍ଟାରଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ମଧ୍ୟ ବାଦ ପଡ଼ୁ ନାହାନ୍ତି ।
ଏହାରି ମଧ୍ୟରେ ବିଜେଡ଼ି ନେତା ଚିନ୍ମୟ ସାହୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଅଛନ୍ତି ଚିନ୍ମୟ ସାହୁ । ଏହାସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ଚିନ୍ମୟ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking