30.1 C
Bhubaneswar
Wednesday, April 24, 2024
Homeଓଡିଶାବିନା ଟେଷ୍ଟରେ ପ୍ରବେଶ ମନା : ହାଇକୋର୍ଟ

ବିନା ଟେଷ୍ଟରେ ପ୍ରବେଶ ମନା : ହାଇକୋର୍ଟ

ଭୁବନେଶ୍ୱର: ଦେଶ ସମେତ ଏବେ ରାଜ୍ୟରେ ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୦୦ ଟପିଲାଣି । ତେବେ ବାହାର ରାଜ୍ୟରୁ ଓଡିଶା ଫେରୁଥିବା ପ୍ରବାସୀଙ୍କ ସମ୍ବନ୍ଧରେ ଓଡିଶା ହାଇକୋର୍ଟ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁମାନେ ଓଡିଶାକୁ ଫେରୁଛନ୍ତି, ସେମାନଙ୍କର କରୋନା ଟେଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଏହି ଟେଷ୍ଟ କରି ପରେ ପ୍ରବେଶ କରିବାକୁ କୋର୍ଟ କହିଛନ୍ତି । ଏଥିପାଇଁ ରହୁଥିବା ସଂପୃକ୍ତ ରାଜ୍ୟରେ ଆରଟି-ପିସିଆର ଟେଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ପାଇଁ ଅନୁମତି ମିଳିବ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
https://onakhabar.com/2020/05/07/coronavirus-latest-news-in-india-lockdown-extension-liquor-sale-total-case-count-death-toll-vaccine/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking