ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ବଜେଟରେ ଅରେଞ୍ଜ ଇକୋନୋମିକୁ ପ୍ରାଧାନ୍ୟ ଦିଆଯାଇଛି। ଆନିମେସନ, ଭିଜୁଆଲ ଇଫେକ୍ଟ୍ସ, ଗେମିଙ୍ଗ ଏବଂ କମିକ୍ସ- ଏଭିଜିସି । ଏନେଇ ସରକାର ଆଇଆଇସିଟିସି ମୁମ୍ବାଇକୁ ପ୍ରୋତ୍ସାହନ ଦେବେ । ସ୍କୁଲ/କଲେଜରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ରହିବ । ୧୫ ଶହ ସେକେଣ୍ଡାରୀ ସ୍କୁଲ, ୫ ଶହ … Continue reading ଅରେଞ୍ଜ ଇକୋନୋମିକୁ ପ୍ରାଧାନ୍ୟ
Copy and paste this URL into your WordPress site to embed
Copy and paste this code into your site to embed