29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସିକ୍ୟୁରିତ୍ୟ ଗାର୍ଡ ଙ୍କ ପେଟ ରେ ଲାତ ମାରିଲା OPTCL

ସିକ୍ୟୁରିତ୍ୟ ଗାର୍ଡ ଙ୍କ ପେଟ ରେ ଲାତ ମାରିଲା OPTCL

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ରୋ ସହସ୍ର କାର୍ଯ୍ୟ ରତ ସିକୁରିଟି ଗାର୍ଡ ଙ୍କୁ ବୋହୀସ୍କାର କୋଲା optcl ଅଧୀନରେ ଥିବା ଗଞ୍ଜାମ ସିକୁରିଟି ସଂସ୍ଥା l ସେମାନେ ପେଟପାଟଣା ସାଜିଥିଲେ ନିଜ ପରିବାରର l ସେପ୍ଟେମ୍ବର ୧ ତାରିଖ ରେ ବନ୍ଦ କଲା ୧୦୦ରୁ ଉର୍ଧ ଗାଡ଼ଙ୍କ କାର୍ଯ୍ୟ l ଏଭଳି ପେଟମାରଣ ନୀତି କୁ ବିରୋଧ କଲେ ଗଞ୍ଜାମ ସିକୁରିଟି ଗାର୍ଡ l କଣ କରିବେ କୁଆଡେ ଯିବେ ବାଟ ନ ପାଇ OPTCL GM ଅଫିସ ଘେରାଉ କରି ନାରା ବାଜି କୋରୀଥିଲେ l

କୋରୋନା ମହାମାରୀ ସାଙ୍ଗକୁ ବର୍ଷା ୠତୁ ରେ କାର୍ଯ୍ୟ ହରାଇ ଆଜି ଗଞ୍ଜାମ ସିକୁରିଟି ଗାଡ଼ ଉଦବିଘ୍ନ ହୋଇ ପଡିଛନ୍ତି l କିଭଳି ବଂଚିବୁ ପରିବାର ଭରଣା ପୋଷଣ କେମିତି କରିବୁ ଏଭଳି ଦୁଃଖ ଦାୟକ ଘଡି ସନ୍ଧି ମୁହୁର୍ତ ରେ l ୟାକୁ ନେଇ ସାହାର ନେଇଥିଲେ ଅଲ ଇଣ୍ଡିଆ ଟ୍ରେଡ ଇଉନିଅନ ଜୁଧିସ୍ଟିର ରାଉଳଙ୍କ l ସାତଦେଇ GM ଙ୍କୁ ସାକ୍ଷାତ କରୀ ଗାର୍ଡ ମାନଙ୍କୁ ପୂନର୍ବାର କାର୍ଯ୍ୟ ରେ ନିଯୁକ୍ତି ନମିଳେ ତାହାଲେ ସବୁ ଅଫିସ ବନ୍ଦ କରୀବୁ ବୋଲି କହୀବା ସହ ମହାମହିମ ରାଷ୍ଟ୍ରପତିଙ୍କ ବିୟୋଗ କୁନେଇ ଶାନ୍ତି ସପ୍ତାହ ପାଳିତ କରୁଛୁ ବୋଲି ଧମକ ପୁର୍ଣ୍ଣ ବାର୍ତ୍ତାଆଳପୋ କରୀ ଦାବି ପତ୍ର ପ୍ରୋଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking