ବଢ଼ୁଛି ଅନ୍‌ଲାଇନ୍‌ରେ ଶିଶୁଙ୍କ ଯୌନ ଶୋଷଣ; ବିପୁଳ ଟଙ୍କା ରୋଜଗାର କରୁଛନ୍ତି ଯୌନ ରାକ୍ଷସ

ଭୁବନେଶ୍ବର: ଅନ୍‌ଲାଇନରେ ମାତିଛନ୍ତି ଯୌନ ରାକ୍ଷସ। ଶିଶୁଙ୍କୁ ଜାଲରେ ଫସାଇ ସେମାନଙ୍କ ଅଶ୍ଳୀଳ ଭିଡିଓ ତିଆରି କରିବା ପରେ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଦେଶ ବିଦେଶରେ ଘୂରି ବୁଲୁଛି କୋମଳମତି ଶିଶୁଙ୍କ ଅଶ୍ଳୀଳ ଭିଡିଓ। ଏହାକୁ ଆଧାର କରି ବିପୁଳ ଟଙ୍କା ରୋଜଗାର କରୁଛନ୍ତି ସାଇବର ଅପରାଧୀ। ନିଲାମ ହେଉଛି ଶିଶୁଙ୍କ ଇଜ୍ଜତ। ଏମିତି ଢଙ୍ଗରେ ବଢ଼ି ଚାଲିଛି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଅନଲାଇନରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଓ ଯୌନ ଶୋଷଣ ଘଟଣା। ୨୦୨୧ରେ … Continue reading ବଢ଼ୁଛି ଅନ୍‌ଲାଇନ୍‌ରେ ଶିଶୁଙ୍କ ଯୌନ ଶୋଷଣ; ବିପୁଳ ଟଙ୍କା ରୋଜଗାର କରୁଛନ୍ତି ଯୌନ ରାକ୍ଷସ