31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପିଆଜ କେଜି ୧୦୦ ଛୁଇଁବାର ସମ୍ଭାବନା

ପିଆଜ କେଜି ୧୦୦ ଛୁଇଁବାର ସମ୍ଭାବନା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପରିବା ସମେତ ଅନେକ ସାମଗ୍ରୀର ଦର ବଢିବାରେ ଲାଗିଛି । ଆଳୁ କେଜି ପ୍ରତି ୩୫ରୁ ୪୦ଟଙ୍କାରେ ବିିକ୍ରି ହେଉଥିବା ବେଳେ ପିଆଜ ଦରରେ ଆଉ ହାତ ମାରିହେଉନି । ଖୁଚୁରା ବେପାରିମାନେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକିଲେଣି । ମହାରାଷ୍ଟ୍ର ନାସିକରେ ପ୍ରବଳ ବର୍ଷା ଯୋଗୁ ପିଆଜ ଦର ବଢ଼ିଥିବା କୁହାଯାଉଛି । ପିଆଜ ଆମଦାନୀ ମଧ୍ୟ କମିବାରେ ଲାଗିଛି ।ଏହି ଭଳି ପରିସ୍ଥିତି ଲାଗି ରହିଲେ ଖୁବ୍ କମ ଦିନରେ ପିଆଜ କେଜି ୧୦୦ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ବନ୍ୟା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଥିବାରୁ ବଜାରରେ ପରିବାପତ୍ର ସବୁ ଚଢା ଦରରେ ବିକ୍ରିି ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking