ଖୁବ୍ ଶୀଘ୍ର ୱାନପ୍ଲସ ଆଣୁଛି ନୂତନ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ୱାନପ୍ଲସ ଖୁବ୍ ଶୀଘ୍ର ତାର ନୂତନ ସ୍ମାର୍ଟଫୋନ ୱାନପ୍ଲସ ୯ ଆରଟି ଲଞ୍ଚ କରିବାକୁ ଯାଉଛି । କୁହାଯାଉଛି କି ଏହି ଫୋନକୁ ଚୀନ୍ ବ୍ୟତିତ ଭାରତୀୟ ସ୍ମାର୍ଟଫୋନ ବଜାରରେ ମଧ୍ୟ ଲଞ୍ଚ କରାଯିବ । ଏହାର ଦାମ୍ ୨୩ ହଜାରରୁ ୩୪ ହଜାର ଟଙ୍କା ମଧ୍ୟରେ ହେବ ।

ଏହି ଫୋନରେ କମ୍ପାନୀ ସ୍ନାପଡ୍ରାଗନ ୮୮୮ ପ୍ରୋସେସର ଦେବ । ଏହାବ୍ୟତିତ ଏଥିରେ ୫୦ ମେଗାପିକ୍ସଲର ମେନ୍ ରିୟର କ୍ୟାମେରା ଦିଆଯିବ । ଚଳିତ ମାସରେ ଫୋନଟି ଲଞ୍ଚ କରିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here