ଭାରତୀୟ ରେଳବାଇର “ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା ବର୍ତ୍ତମାନ ଦେଶର ୧,୦୩୭ ଷ୍ଟେସନରେ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ‘ଭୋକାଲ୍ ଫର୍ ଲୋକାଲ୍’ ଦର୍ଶନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଭାରତୀୟ ରେଳବାଇର “ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା ବର୍ତ୍ତମାନ ଦେଶର ୧,୦୩୭ ଷ୍ଟେସନରେ କାର୍ଯ୍ୟକ୍ଷମ ହୋଇଛି। ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ  ‘ଭୋକାଲ୍ ଫର୍ ଲୋକାଲ୍’ ଦର୍ଶନକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ / ଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବା ଏବଂ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’ (ଓଏସ୍‌ଓପି ) ଯୋଜନା … Continue reading ଭାରତୀୟ ରେଳବାଇର “ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା ବର୍ତ୍ତମାନ ଦେଶର ୧,୦୩୭ ଷ୍ଟେସନରେ କାର୍ଯ୍ୟକ୍ଷମ