37.1 C
Bhubaneswar
Thursday, March 28, 2024
Homeଓଡିଶାନାବାଳିକା ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ

ନାବାଳିକା ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ

କନ୍ଦ୍ରାପଡ଼ା: ଆଳି ଥାନା ଅଞ୍ଚଳେର ଜେଣ ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭେିଯାଗେର ଆଳି ପୁଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି । ଅଭିଯୁକ୍ତ େହେଲ ବାସେୁଦବ ସିଂ (୨୮) । ସୂଚନା ଅନୁଯାୟୀ, ଜେନୌକା ନାବାଳିକାର ଦୀଘର୍ଦିନ ହେବ ନେିଖାଜ ଥିବୋବେଳ ୧୪ ମାସ ତେଳ ମା’ଙ୍କ ମୃତ୍ୟୁ ହୋଇଛି । ନାବାଳିକା ତା’ େଜେଜ ବାପା ଓ େଜେଜ ମା’ଙ୍କ ପାଖେର ରହୁଥିଲା । ବାହୋର ରହୁଥିବା ତା’ ଦାଦା ବାସେୁଦବ ସିଂ(୨୮) ୭ ମାସ ତେଳ ଘରକୁ ଫେରିଥେିଲ । ପେର ନାବାଳିକାର ଅସହାୟତାର ସେୁଯାଗ ନେଇ ତାକୁ ୬ ମାସ ଧରି ବାରମ୍ବାର ଦୁଷ୍କର୍ମ କରୁଥେôଲ । କାହାକୁ କହେିଲ ମାରେିଦବା ସହ ଭାଇରାଲ୍ କରେିଦବା ନେଇ ଧମକ ଦେଇଆସୁଥେôଲ । ସମ୍ପୃକ୍ତା ନାବାଳିକା ମାମୁଁ ଘରର ଏକ ଜନ୍ମଦିନ କାର୍ଯ୍ୟକ୍ରମେର ରାଜନଗର ଯାଇଥିଲା । କିଛିଦିନ ପେର ବାସେୁଦବ ଫୋନ୍ ଯେୋଗ ତାକୁ ଘରକୁ ଆସିବାକୁ କହିବାରୁ ସେ ରାଜି ହୋଇନଥିଲା । ବାସେୁଦବ ନାବାଳିକାର ମାମୁଁ ଘେର ପହଞ୍ଚି ତାକୁ ଆଣିବାକୁ ବାଧ୍ୟ କରିବାରୁ ସେ ମାମୁଁ ମାଇଁଙ୍କୁ ଘଟଣା ସମ୍ପକର୍ରେ କହିଥିଲା । ଏହାପେର ନାବାଳିକାର ମାମୁଁ ଆଳି ଥାନୋର ଅଭେିଯାଗ କରିଥେôଲ । େଏନଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ରବିବାର ଉଭୟଙ୍କର ଡାକ୍ତରୀ ପରୀକ୍ଷା ପେର ଅଭିଯୁକ୍ତକୁ କୋଟର୍ଚାଳାଣ କରାଯାଇଥିଲ । ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୁଳ ଜେଲକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking