ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ ପ୍ରସ୍ତାବ; ଉଚ୍ଚସ୍ତରୀୟ କମିଟିରେ ଶାହ, ଅଧିର ରଞ୍ଜନ

ନୂଆଦିଲ୍ଲୀ : ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ (ଗୋଟିଏ ଦେଶ-ଗୋଟିଏ ନିର୍ବାଚନ) ପ୍ରସ୍ତାବର ଆଇନଗତ ଦିଗ ଉପରେ ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାର ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ତେବେ ଶନିବାର ଉକ୍ତ କମିଟିରେ ୭ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏମାନେ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ (ବିଜେପି), ସାଂସଦ ଅଧିର ରଞ୍ଜନ ଚୌଧୁରୀ (କଂଗ୍ରେସ), ଗୁଲାମ ନବୀ ଆଜାଦ (ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ … Continue reading ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ ପ୍ରସ୍ତାବ; ଉଚ୍ଚସ୍ତରୀୟ କମିଟିରେ ଶାହ, ଅଧିର ରଞ୍ଜନ