40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ ମୃତ୍ୟୁବରଣ କଲେଣି । ତେବେ ଆଜି ଆଉ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ନାଁ ହେଉଛି ପ୍ରଦୀପ ସାହୁ । ସେ କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କୁ ୪୩ ବର୍ଷ ହୋଇଥିଲା । ସେ ଏକ ଜଣାଶୁଣା ଖବରକାଗଜରେ କାର୍ଯ୍ୟରତ ଥିଲେ ।  ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ଖାଲି ଗଞ୍ଜାମ ନୁହେଁ ବରଂ ଖୋର୍ଦ୍ଧା, ବାରିପଦା, ପୁରୀ ଆଦି ଜିଲ୍ଲାରେ ମଧ୍ୟ ସାମ୍ବାଦିକ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କୁ ମିଶାଇ ଓଡିଶାରୁ ଏଯାବତ୍ ମୋଟ ୧୭ ଜଣ ସାମ୍ବାଦିକ ମହାମାରୀ କରୋନାରେ ପ୍ରାଣ ହରାଇଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking