38.8 C
Bhubaneswar
Friday, April 19, 2024
Homeଓଡିଶାକଳାହାଣ୍ଡିରେ ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ

କଳାହାଣ୍ଡିରେ ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ୱର :  ବିଳମ୍ବିତ ରାତ୍ରିରେ ଚିହ୍ନଟ ହୋଇଥିବା ୪ ପେଜେଟିଭ୍‌ଙ୍କ ମଧ୍ୟରୁ କଳାହାଣ୍ଡିର ଜଣେ ।  ଚିହ୍ନଟ ଜଣଙ୍କ ଜିଲ୍ଲାର ପ୍ରଥମ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିଲେ । ପ୍ରଥମ ଆକ୍ରାନ୍ତ ସହ ସେ କ୍ରିକେଟ ଖେଳିଥିବା ସୂଚନା ।  ସଂସ୍ପର୍ଶରେ ଆସିବା ପରେ ସେ କ୍ୱାରେଣ୍ଟାଇନରେ ଥିଲେ ।  ନମୂନା ପରୀକ୍ଷା ପରେ ତାହା ପଜିଟିଭ୍ ଆସିଥିବା ସୂଚନା ।  ଚିହ୍ନଟ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠାଯିବ । କଳାହାଣ୍ଡିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଂଚିଛି । ଏ ନେଇ  କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଜଗୁ ଅଗ୍ରୱାଲଙ୍କ ପକ୍ଷରୁ ସୂଚନା ମିଳିଛି ।  ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ୪୮ ଛୁଇଁଛି । ସେଥିମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ଅଛନ୍ତି  ୪୫ଜଣ, ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି ।
https://onakhabar.com/2020/04/10/anathor-4-corona-positive-case-detected/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking