34.1 C
Bhubaneswar
Friday, March 29, 2024
Homeଅପରାଧକଟକରୁ ୧୦ ଲକ୍ଷର ବ୍ରାଉନସୁଗାର ଜବତ

କଟକରୁ ୧୦ ଲକ୍ଷର ବ୍ରାଉନସୁଗାର ଜବତ

କଟକ: କଟକ ଲାଲବାଗ ଥାନା ଅଞ୍ଚଳରୁ ପୁଣି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।ସୂଚନା ଅନୁଯାୟୀ, କଟକ ଲାଲବାଗ ଥାନା ଅଞ୍ଚଳରେ କୌଶସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କ ଠାରୁ ବ୍ରାଉନସୁଗାର ଜବ୍ତ ହୋଇଥିଲା । ଏହାସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ମଧ୍ୟ ଏହି ଅଂଚଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking