28.1 C
Bhubaneswar
Friday, March 29, 2024
Homeଓଡିଶାଦୁର୍ଗାପୁର ଗାଁରେ ଜଣଙ୍କୁ ଦଳି ମାରିଲା ହାତୀ, ୩ ଗୁରୁତର

ଦୁର୍ଗାପୁର ଗାଁରେ ଜଣଙ୍କୁ ଦଳି ମାରିଲା ହାତୀ, ୩ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧାରେ ହାତୀ ଉପଦ୍ରବ । ଧଉଳିମୂହଁ ପଞ୍ଚାୟତ ରାମଚଣ୍ଡିର  ରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ଜଣ ଗୁରୁତର ହୋଇଛନ୍ତି । ମୃତ ହେଲେ ମଞ୍ଜୁଲତା ବେହେରା । ଆଜି ଭୋରରେ ଶୌଚ ହେବାକୁ ଯାଇଥିବା ବେଳେ ମାଇ ହାତୀ ହଠାତ ଆକ୍ରମଣ କରିଥିଲେ । ମଞ୍ଜୁଲତାଙ୍କୁ ହାତୀ ଟେକି ଫୋପାଡି ଦେଇଥିଲା । ଘଟଣା ସ୍ଥଳରେ ସେ ଆଖି ବୁଜିଥିଲେ । ପରେ କ୍ରମାଗତ ଭାବେ ହାତୀ ଜଣକ ପରେ ଜଣକୁ ଆକ୍ରମଣ କରିଥିଲା । ଆହତଙ୍କୁ ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking