ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ

ମୟୁରଭଞ୍ଜ:ବିଧାତାର ଲିଖନ କେ କରିବ ଆନ କୁହାଯାଉ ଥିବା ବେଳେ ସଂସାରରେ ମୃତ୍ୟୁ ଏକମାତ୍ର ସତ୍ୟ ଏବଂ ବିଧିନିର୍ଦିଷ୍ଟ। ଏହାକୁ ଏଡ଼ାଇବା ଅସମ୍ଭବ। ତେବେ ଅନେକ କ୍ଷେତ୍ରରେ ସତର୍କତା ଜୀବନ ବଞ୍ଚାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସେ। ମାତ୍ର ଆଜିର ଘଟଣା ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲାଇ ନିକଟ ବଜାର ଇଣ୍ଡିଆ ସମ୍ମୁଖରେ ବସ ସ୍କୁଟି ମଧ୍ୟରେ ଧକ୍କା। ଘଟଣାସ୍ଥଳରେ ସ୍କୁଟିରେ ଥିବା ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର। ସୂଚନା … Continue reading ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ