31.1 C
Bhubaneswar
Friday, March 29, 2024
Homeଓଡିଶାଭଦ୍ରକ ଜିଲ୍ଲାରେ କଡା କଡ଼ି ହେଲା କଟକଣା

ଭଦ୍ରକ ଜିଲ୍ଲାରେ କଡା କଡ଼ି ହେଲା କଟକଣା

ଭଦ୍ରକ : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ପଜିଟିଭ୍ ବାହାରିଥିବା ଯୁବକ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜିଲ୍ଲାରେ କଟକଣା କଡାକଡି କରାଯାଇଛି । ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ପୁରୁଣା ବଜାରକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । କେବଳ ଖୋଲା ରହିବ ଔଷଧ ଦୋକାନ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଅତି ଜରୁରୀ କାମ ନଥିଲେ ଘର ନବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
https://onakhabar.com/2020/04/01/odisha-4th-corona-victim/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking