37.2 C
Bhubaneswar
Friday, April 19, 2024
Homeଅପରାଧବିବାହର ନବମ ଦିନରେ ନବବଧୂଙ୍କୁ ହତ୍ୟା

ବିବାହର ନବମ ଦିନରେ ନବବଧୂଙ୍କୁ ହତ୍ୟା

ନୂଆଦିଲ୍ଲୀ: ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜଣେ ନବବଧୂ ବିବାହର ନବମ ଦିନରେ ଆଖି ବୁଜିଛନ୍ତି । ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡି ସାହିରେ । ଶାଶୂଘର ଲୋକ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଘଟଣାର ତଦନ୍ତପୂର୍ବକ ଅଭିଯୁକ୍ତ ସ୍ୱାମୀ-ଶାଶୂକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଜୁନ୍‌ ୨୧ରେ  ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ କନ୍ଧମାଳ ଜିଲ୍ଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା(୧୯)କୁ ବିବାହ କରିଥିଲେ । ବିବାହ ପରେ ଶାଢୀ ଦେବା ନେବା କଥାକୁ କେନ୍ଦ୍ରକରି ଶାଶୂ ସୁବାସିନୀ ବୋହୂ ମଧୁସ୍ମିତାକୁ ନିର୍ଯାତନା ଦେଉଥିଲେ । ଗତ ୨୯ତାରିଖ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହ ଝଗଡା କରିଥିଲେ । ସେହିଦିନ ଶାଶୂଘର ଲୋକେ ମିଶି ମଧୁସ୍ମିତାକୁ ମାରିଥିବା ତାଙ୍କ ବାପା ପ୍ରଶାନ୍ତ ସାହୁ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୂ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।

ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜଣେ ନବବଧୂ ବିବାହର ନବମ ଦିନରେ ଆଖି ବୁଜିଛନ୍ତି । ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡି ସାହିରେ । ଶାଶୂଘର ଲୋକ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଘଟଣାର ତଦନ୍ତପୂର୍ବକ ଅଭିଯୁକ୍ତ ସ୍ୱାମୀ-ଶାଶୂକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଜୁନ୍‌ ୨୧ରେ ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ କନ୍ଧମାଳ ଜିଲ୍ଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା(୧୯)କୁ ବିବାହ କରିଥିଲେ । ବିବାହ ପରେ ଶାଢୀ ଦେବା ନେବା କଥାକୁ କେନ୍ଦ୍ରକରି ଶାଶୂ ସୁବାସିନୀ ବୋହୂ ମଧୁସ୍ମିତାକୁ ନିର୍ଯାତନା ଦେଉଥିଲେ । ଗତ ୨୯ତାରିଖ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହ ଝଗଡା କରିଥିଲେ । ସେହିଦିନ ଶାଶୂଘର ଲୋକେ ମିଶି ମଧୁସ୍ମିତାକୁ ମାରିଥିବା ତାଙ୍କ ବାପା ପ୍ରଶାନ୍ତ ସାହୁ  ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୂ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।:

ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜଣେ ନବବଧୂ ବିବାହର ନବମ ଦିନରେ ଆଖି ବୁଜିଛନ୍ତି । ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡି ସାହିରେ । ଶାଶୂଘର ଲୋକ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଘଟଣାର ତଦନ୍ତପୂର୍ବକ ଅଭିଯୁକ୍ତ ସ୍ୱାମୀ-ଶାଶୂକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଜୁନ୍‌ ୨୧ରେ ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ କନ୍ଧମାଳ ଜିଲ୍ଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା(୧୯)କୁ ବିବାହ କରିଥିଲେ । ବିବାହ ପରେ ଶାଢୀ ଦେବା ନେବା କଥାକୁ କେନ୍ଦ୍ରକରି ଶାଶୂ ସୁବାସିନୀ ବୋହୂ ମଧୁସ୍ମିତାକୁ ନିର୍ଯାତନା ଦେଉଥିଲେ । ଗତ ୨୯ତାରିଖ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହ ଝଗଡା କରିଥିଲେ । ସେହିଦିନ ଶାଶୂଘର ଲୋକେ ମିଶି ମଧୁସ୍ମିତାକୁ ମାରିଥିବା ତାଙ୍କ ବାପା ପ୍ରଶାନ୍ତ ସାହୁ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୂ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking