ହାତୀ ଆକ୍ରମଣରେ ବୃଦ୍ଧ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍‌ଲାରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା । ରାସଗୋବିନ୍ଦପୁର ଘରିଆ ଗାଁରେ ସକାଳୁ ବୃଦ୍ଧା ଜଣଙ୍କ କୁଆଡେ ଯାଉଥିବା ବେଳେ ହାତୀ ଆସି ସେହି ବୃଦ୍ଧା ଜଣଙ୍କୁ ଦଳିଦେଇଥିଲା । ପୋଖରୀରେ ବୁଡି ବର ମୃତ