39.2 C
Bhubaneswar
Thursday, April 18, 2024
Homeଓଡିଶାଜୀବନ ବଞ୍ଚାଇବାକୁ ଦୌଡି ପଳାଉଥିବାବେଳେ ଦଳିଦେଲା ଦନ୍ତା

ଜୀବନ ବଞ୍ଚାଇବାକୁ ଦୌଡି ପଳାଉଥିବାବେଳେ ଦଳିଦେଲା ଦନ୍ତା

ସୁନ୍ଦରଗଡ : ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜର ଶଗଡାଭଙ୍ଗା ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୋହନ ପଲେଇ । ଗତକାଲି ରାତିରେ ଏକ ଗୋଠଛଡା ଦନ୍ତା ଗାଁରେ ଘର ଭାଙ୍ଗିଥିଲା ।

ଜୀବନ ବଞ୍ଚାଇବାକୁ ମୋହନ ବାହାରକୁ ଦୌଡି ପଳାଉଥିବାବେଳେ ହାତୀ ସାମ୍ନାରେ ପଡିଯାଇଥିଲେ । ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା । ବନବିଭାଗ ପହଂଚି ସହାୟତା ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଜମିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking