ବଜାରକୁ ଆସିଲା ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର

ଭୁବନେଶ୍ବର : ଦେଶରେ ବଦ୍ଧିତ ପେଟ୍ରୋଲ-ଡିଜେଲ ଦର କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ରହୁଛି। ଅନ୍ୟପଟେ ଦେଶରେ ଏବେ ଓଲାର  … Continue reading ବଜାରକୁ ଆସିଲା ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର