ପ୍ରକାଶ ପାଇଲା OJEE ରେଜଲ୍ଟ

New Delhi, INDIA: Indian students from St Thomas School check their Class Ten Central Board of Secondary Education (CBSE) results on a school notice board in New Delhi, 29 May 2007. Results of Class Ten examination of the Central Board of Secondary Education for four regions, including Delhi, were declared. Over 700,000 students across the country and abroad had appeared for the test conducted in March this year and in Delhi, about 2,07,317 candidates had registered for the Class Ten exams. AFP PHOTO/ Manpreet ROMANA (Photo credit should read MANPREET ROMANA/AFP/Getty Images)

ଭୁବନେଶ୍ୱର: ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି । ଶୋଭିତ ପଟେଲ ବି.ଟେକ୍ ଓ ଶ୍ୟାମସୁନ୍ଦର ପଟେଲ ଏମ୍.ଟେକ୍ ଟମ୍ପର ହୋଇଛନ୍ତି । ଏମବିଏରେ ଶୁଭକାନ୍ତ ସାହୁ ଟପ୍ପର ହୋଇଥିବା ବେଳେ ଏମସିଏରେ ଜୟଦୀପ ଦେ ଟପ୍ପର ହୋଇଛନ୍ତି । ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ, ଏମ୍ ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here