ଘୁଂଚିଲା ଓଜେଇଇ

ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷାକୁ ବର୍ତମାନ ସ୍ଥଗିତ କରାଯାଇଛି । ଦେଶରେ କରୋନା ପାଇଁ ଲକ୍ ଡାଉନ ଅବଧିକୁ ବୃଦ୍ଧି କରାଯିବା କାରଣରୁ ଏହାକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଲକ୍ ଡାଉନ ଅବଧି ଶେଷ ହେବା ପରେ ପରବର୍ତୀ ତାରିଖ ଘୋଷଣା କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ପ୍ରଦାନ କରିଛନ୍ତି ।
https://onakhabar.com/2020/04/14/seven-advisory-of-modi/