40.1 C
Bhubaneswar
Thursday, April 25, 2024
Homeଓଡିଶାଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ

ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ। ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ। ଲକ୍‌ଡାଉନ୍‌ ଓ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ନଜରରେ ରଖି ଓଜେଇଇ ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି। ଓଜେଇଇ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking