37.1 C
Bhubaneswar
Thursday, March 28, 2024
Homeଓଡିଶାସମାଜସେବୀଙ୍କ ପରଲୋକ

ସମାଜସେବୀଙ୍କ ପରଲୋକ

ଯାଜପୁର: କେଦାର ନାରାୟଣ ପରିଡ଼ା ଆଜି ଦଶଟା ବେଳେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ପାଞ୍ଚ ଦିନ ହେବ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି । ସେ କଟିକଟାର ପୂର୍ବତନ ସରପଞ୍ଚ ଓ ରାମବାଗ ସ୍ଥିତ ରିଜିଓନାଲ ମହାବିଦ୍ୟାଳୟର ସଭାପତି ଓ ଜଣେ ସମାଜସେବୀ ଭାବେ ବେଶ ଜଣାଶୁଣା। ତାଂକ ବିୟୋଗରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗଭୀର ଶୋକ ବାର୍ତା ଦେଇଛନ୍ତି।ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ, ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡେ଼ଇ, ବଡ଼ଚଣା ବିଧାୟକ ଅମର ଶତପଥୀ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତିଭୂଷଣ କର, କାର୍ଯ୍ୟକାରୀ ସଭାପତି ହାରଧନ ବାନାର୍ଜୀ, ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ, ସାଧାରଣ ସମ୍ପାଦକ ରବିନାରାୟଣ କର, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ମିଶ୍ର, ପ୍ରଭୁଉତ୍ତ ମହାନ୍ତି, ଉପସଭାପତି ବାଞ୍ଛାନିଧି ସାହୁ, ପୀତବାସ ଭୁଇଁଆ, ଭରତ ନାୟକ, ଦୀପକ ମହାନ୍ତି, ବିଦ୍ୟାଧର ବେହେରା, ସଞ୍ଜୟ ଖଣ୍ଡାଇ, ରବି ରଣା, ଅକ୍ଷୟ ମହାନ୍ତି, ଦେବୀ ପାଣି, ଯାଜପୁର ପ୍ରେସ କ୍ଲବ ସଭାପତି ରାଜୀବ ମହାନ୍ତି, ସମ୍ପାଦକ ଅରୁଣ ରାଉତରାୟ, ଏସ ଇଉ ଜେ ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ନାୟକ, ଯାଜପୁର ମୁନିସିପାଲିଟି ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଆଲୋକ ବେହେରା, ସନ୍ତୋଷ ମଲ୍ଲିକ, ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଦେଓ, ଅଭୟ ପତି, ଓ ୟୁ ଜେ ଯାଜପୁର ଜିଲ୍ଲା ସଭାପତି ସମରଜିତ ମହାନ୍ତି, ପ୍ରେସ ଫୋରମ ସଭାପତି ଅଜୟ ରଣା, ସ୍ମରଜିତ ମହାନ୍ତି, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ଜିଲ୍ଲା ସଭାପତି ମନୋଜ ରାଉତ, ଦୁର୍ଯ୍ୟୋଧନ ବେହେରା, ଅଧ୍ୟାପକ ରଞ୍ଜିତ ସିଂ, ଗ୍ରୀନ ଅକ୍ସଫୋର୍ଡ ମଡେଲ ସ୍କୁଲ ନିର୍ଦେଶକ ସତ୍ୟରଞ୍ଜନ ପତି, ଟୁନିଆ ରାଉତ ଅଜୟ ବେହେରା,ଆଇନିଜିବି ପ୍ରଭାତ ଦାସ, ବିରଜା ମା ଙ୍କ ର ସମସ୍ତ ପୂଜକ ମଣ୍ଡଳୀ ସଭାପତି ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ରିଜିଓନାଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅନିଲ ମହାନ୍ତି, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି, ଅଧ୍ୟାପକ ରଞ୍ଜିତ ସିଂ, ପ୍ରଫୁଲ୍ଲ କୁମାର ପଣ୍ଡା, ଡକ୍ଟର କୈଳାଶ ବେହେରା, ଶାନ୍ତନୁ ନାୟକ, ସ୍ମୃତିରଞ୍ଜନ ସାମଲ, ଅଧ୍ୟାପିକା ବିଜୟିନୀ ପାକିଜା ସାମଲ,ରଶ୍ମିବାଲା। ମହାପାତ୍ର, ମଞ୍ଜୁଶ୍ରୀ ମହାନ୍ତି, ପ୍ରଭାତୀ ମହାନ୍ତି, ମୁଖ୍ୟ କିରାଣୀ ସରୋଜ କୁମାର ଜେନା ପ୍ରମୁଖ ଶୋକ ବେକ୍ତ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ବଡ ପୁଅ ଜୋତିରଞ୍ଜନ ପରିଡା, ହପା ପରିଡା ଓ ସ୍ତ୍ରୀ ,ଝିଅ ବହୁ ଆତ୍ମୀୟ ସୋଜନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking