ମୟୁରଭଞ୍ଜ – ONA KHABAR

ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ ୩ଶିକାରୀ
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଇଛନ୍ତି ୩ ଶିକାରୀ। ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଲଗା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ୩ ଜଣ ଦୁର୍ଦ୍ଦାନ୍ତ ଶିକାରୀଙ୍କୁ ଧରିଛି ବନବିଭାଗ। ସୁରକ୍ଷା ପାଇଁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଲଗା ଯାଇଥିବା ଅତ୍ୟାଧୁନିକ ଟ୍ରାପ କ୍ୟାମେରାରେ ଶିକାରୀଙ୍କ ଫଟୋ କଏଦ ହୋଇଥିଲା । ଏହାକୁ ଭିତ୍ତିକରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ବନବିଭାଗ । ପ୍ରଥମେ ଜଣେ ଶୀକାରୀକୁ ଧରିବା ପରେ ପରେ ଆଉ ଦୁଇ ଜଣକୁ ଧରିବାରେ ସଫଳତା ମିଳିଛି । ଗିରଫ ଶିକାରୀଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ, ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

The post ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ ୩ଶିକାରୀ appeared first on ONA KHABAR.

ଶିକ୍ଷକ ଦାବିରେ ସ୍କୁଲରେ ତାଲା
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ସ୍କୁଲ ଛାଡି, ତାଲା ପକାଇ ଛାତ୍ର ଛାତ୍ରୀ ମାନେ ଦାବିରେ ବସିଛନ୍ତି । ବାରିପଦା ଶ୍ରୀପଦଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା । ସୂଚନା ମୁତାବକ ସ୍କୁଲ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ ମାନେ । ତେବେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛନ୍ତି ମାତ୍ର ୨ ଟି ଶିକ୍ଷକ । ୧୨୨୪ ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୨ ଜଣ ଶିକ୍ଷକ । ମାତ୍ର ୨ ଜଣ ଶିକ୍ଷା ଥିବା ହେତୁ ପିଲା ମାନଙ୍କୁ ସମସ୍ତ ବିଷୟ ପାଠ ପଢ଼ାଇବା ହୋଇପାରୁନି ସମ୍ଭବ । ପିଲା ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସମସ୍ତ ବିଷୟକୁ ସଠିକ ଭାବରେ ବୁଝିପାରୁନାହାନ୍ତି। ଯାହା ଦ୍ୱାରା ସେମାନଙ୍କର ପାଠ ରେ ଅବହେଳା ଘଟୁଛି । ଏ ନେଇ ସେମାନେ ଦାବିରେ ରହିବ ସହିତ ସେମାନଙ୍କ ଅଭିଭାବକ ମାନେ ସ୍କୁଲ ରେ ତାଲା ପକାଇଛନ୍ତି । ଏବଂ ସରକାରଙ୍କୁ ନୂଆ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

The post ଶିକ୍ଷକ ଦାବିରେ ସ୍କୁଲରେ ତାଲା appeared first on ONA KHABAR.

କାଦୁଅରୁ ହାତୀର ମୃତଦେହ ଉଦ୍ଧାର
ମୟୂରଭଞ୍ଜ: ମୟୂରଭଞ୍ଜ ମୋରଡ଼ା ବ୍ଲକ୍‌ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ପାଖରୁ ଆଜି ଏକ ବିରାଟ ଦନ୍ତାହାତୀର ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ହାତୀ-ହାତୀ ଲଢ଼େଇରେ ଦନ୍ତା ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଭାଲିଆଡ଼ିହା ପଞ୍ଚାୟତ ସୁନାହଜା ନିକଟ ଦୁର୍ଗାପୁର ଜଙ୍ଗଲରେ ଗତ ୩ ଦିନ ହେଲା ୧୧ଟି ହାତୀ ରହିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ। ବନ ସୁରକ୍ଷା ସମିତି ସଭାପତି ମହେଶ୍ୱର ମହାନ୍ତ ତାଙ୍କ ବିଲକୁ ପାଣି ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ପଙ୍କ କାଦୁଅରେ ହାତୀଟି ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଯାଞ୍ଚ କରିବାରୁ ହାତୀଟିର ମୃତ୍ୟୁ ହୋଇ ସାରିଥିଲା। ହାତୀର ଶୁଣ୍ଢ କାଦୁଅ ଭିତରେ ପଶିଯାଇଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏସସିଏଫ୍‌ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ମନୱାର ଖାଁ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂସାମନ୍ତ, ଦୀପକ କୁମାର ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ମହାନ୍ତ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

The post କାଦୁଅରୁ ହାତୀର ମୃତଦେହ ଉଦ୍ଧାର appeared first on ONA KHABAR.

ବାଘ ଛାଲ ଜବତ: ୩ ଗିରଫ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବାଲିଖଣି ଗ୍ରାମ ନିକଟରୁ କଲରାପତରିଆ ବାଘ ଛାଲ ଜବତ। ଜବତ କରିଛି ବନବିଭାଗ। ଦୁଇ ବାଇକ୍ ରେ ୪ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ। ୩ ଜଣଙ୍କୁ ଗିରଫ କରି ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଧୋବଣୀ ଷୋଳ ଅଧୀନ ବାଲିଖଣି ନିକଟରୁ ଏକ କଲରା ପତରିଆ ବାଘ ଛାଲକୁ ଜବତ କରିଛି ବନ ବିଭାଗ । ଆଜି ସକାଳ ୮ ଘଟିକା ସମୟରେ   ସମ୍ରାଟ ଗୌଡାଙ୍କ ନେତୃତ୍ୱ ରେ ଏକ ଟିମ୍  ବାଲିଖଣି ଅଞ୍ଚଳରେ ଚଢାଉ କରି ଏକ କଲରାପତିଆ ବାଘ ଛାଲକୁ ଜବତ କରିଛି  ବନ ବିଭାଗ। ବନବିଭାଗ ନିଜେ ସାଜିଥିଲା ଗରାଖ। ଡିଲ ଚାଲିଥିବା ବେଳ ମାଡିବସିଲା ବନବିଭାଗ। ଏହି ମାମଲା ରେ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଜଣେ ଫେରାର ହେଇ ଥିବାର ସୂଚନା ମିଳିଛି। ବନବିଭାଗ ରେଞ୍ଜର ମହେଶ୍ୱର ସିଂ କହିଛନ୍ତି, ଦୁଇ ମାସ ପୂର୍ବରୁ ବାଘଟିକୁ ମରାଯାଇଥିବା ଅନୁମାନ କରାଯାଉଛି। କିଛି ଦିନ ପୂର୍ବରୁ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍ ଚାର୍ଜ କରି ମାରିଥିଲେ ଶିକାରୀ। ଜଣେ ଗିରଫ ମଧ୍ୟ ହୋଇଛି।

The post ବାଘ ଛାଲ ଜବତ: ୩ ଗିରଫ appeared first on ONA KHABAR.

ବୁଲେଟ୍‌-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଆହତ
ମୟୂରଭଞ୍ଜ: ଅଟୋ ସହିତ ବୁଲେଟର ମୁହାଁମୁହିଁ ଧକ୍କା। ଜଣେ ମୃତ, ୩ ଆହତ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାନଦେଉଳି ନିକଟରେ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ବୁଲେଟ ଦ୍ରୁତ ଗତିରେ କରଞ୍ଜିଆପଟୁ କେନ୍ଦୁଝର ଆଡ଼କୁ ଯାଉଥିଲା। ସେହି ସମୟରେ ସାନଦେଉଳି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ବୁଲେଟ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବୁଲେଟ ସହିତ ଧକ୍କା ପରେ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କରଞ୍ଜିଆ ପୁଲିସ ଘଟଣାର ତଦନ୍ତ କରୁଛି।

The post ବୁଲେଟ୍‌-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଆହତ appeared first on ONA KHABAR.

ଜାତୀୟ ଫାର୍ମାସୀ ସପ୍ତାହ ପାଳିତ
ମୟୁରଭଞ୍ଜ: ନଭେମ୍ବର ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଉଛି । “ଥିଙ୍କ୍ ହେଲଥ୍ – ଥିଙ୍କ୍ ଫାର୍ମାସୀ” ଚଳିତବର୍ଷ ଫର୍ମାସୀ ସପ୍ତାହର ଥିମ୍ ରହିଛି । ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ଔଷଧ ସହ ଫାର୍ମାସୀ କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ , ଏହାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ଫାର୍ମାସୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ବାରିପଦା ମୂଖ୍ୟ ଚିକିତ୍ସାଳୟ ଠାରେ ଫାର୍ମାସୀ ଦିବସ ପାଳନ କରାଯାଇଛି । ଫର୍ମାସୀ ଅଫିସର ସହ ଫର୍ମାସୀ ପଢୁଥିବା ଛାତ୍ରଛାତ୍ରୀମାନେ ମୂଖ୍ୟଚିକିତ୍ସାଳୟରୁ ବାହାରି ସହର ପରିକ୍ରମା କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଫର୍ମାସୀଷ୍ଟ ମାନଙ୍କ ଅବଦାନ ସମ୍ପର୍କରେ ସାଧାରଣରେ ସଚେତନ କରାଇଥିଲେ । ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଯେତିକି ଆବଶ୍ୟକ ଫାର୍ମାସୀଷ୍ଟଙ୍କ ମଧ୍ୟ ସେତିକି ଆବଶ୍ୟକତା ରହିଛି । ଏଣୁ ସେମାନଙ୍କୁ ନଭୁଲିବା ପାଇଁ ଆଜକୁ ୬୨ବର୍ଷ ହେବ ଏହି ଦିବସ ପାଳିତ ହୋଇ ଆସୁଛି ।

The post ଜାତୀୟ ଫାର୍ମାସୀ ସପ୍ତାହ ପାଳିତ appeared first on ONA KHABAR.

ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ
ବାରିପଦା: ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ । ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରୁ ଆସିଛି ଏକ ବଡ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ ହୃଷିକେଶ ଦାସ । ବାରିପଦା ମହିଳା ଉଚ୍ଚ ବିଦ୍ୟାଳୟ ରେ ହେଉଥିଲା ପରୀକ୍ଷା । ପ୍ରଶ୍ନପତ୍ର ଦେବା ପୂର୍ବରୁ ସିଲ କଟାଯାଇଥିବା ଅଭିଯୋଗ ।

The post ଟ୍ରାଫିକ କନେଷ୍ଟବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ appeared first on ONA KHABAR.

ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ଜମୁନା
ମୟୁରଭଞ୍ଜ: ବାରିପଦା ଶିମିଳିପାଳରେ ଥିବା ବାଘୁଣୀ ‘ଜମୁନା’ ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ଏବେ ‘ଜମୁନା’ ଶିମିଳିପାଳର ମୂଳ ଅଞ୍ଚଳରେ ବସତି ସ୍ଥାପନ କରିଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ‘ଜମୁନା’। ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ‘ଜମୁନା’।

The post ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ଜମୁନା appeared first on ONA KHABAR.

ଫଟୋ ଉଠେଇବା ବେଳେ ଭାସିଗଲେ ଛାତ୍ର
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଘଟଣା l ଫଟୋ ଉଠେଇବା ବେଳେ ଭାସିଗଲେ ଛାତ୍ର l ନଦୀରେ ଭାସିଯାଇ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ନଦୀ ଭିତରେ ଛିଡା ହେଇ ଫଟୋ ଉଠେଇବା ବେଳେ ଘଟିଲା ଅଘଟଣ l ନଦୀର ସ୍ରୋତରେ ଭାସିଗଲେ ଅଷ୍ଟମ ଶ୍ରେଣୀର ଛାତ୍ର l ଅଗ୍ନିଶମବାହିନୀ ଛାତ୍ର ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଛାତ୍ରଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ଡାକ୍ତର l

The post ଫଟୋ ଉଠେଇବା ବେଳେ ଭାସିଗଲେ ଛାତ୍ର appeared first on ONA KHABAR.

ହାତୀ ଆତଙ୍କରେ ଫସଲ ନଷ୍ଟ
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲରେ ୨୮ ଟିକିଆ ହାତୀପଲ, ବନଖଣ୍ଡକୁ ଲାଗି ରହିଥିବା ଆତଙ୍କିତ ଅବସ୍ଥାରେ ଗାଁର ଲୋକେ । ହାତୀ ଘଉଡ଼ାଇବାକୁ ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଦେଓ ନଦୀ ପାର ହୋଇ ଏହି ବଡ଼ ହାତୀପଲ ବଡ଼ଦେଉଳି ଗାଁରେ ପ୍ରବେଶ କରିଥିବା କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି । ଏହି ହାତୀପଲ ଆସିଥିବା ବାଟରେ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ଏଯାଏଁ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି , ଦେଢ଼ ମାସ ପରେ ପୁଣିଥରେ ହାତୀପଲ କରଞ୍ଜିଆ ବନଖଣ୍ଡକୁ ଫେରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏନେଇ ଭୟ ବଢିଛି । ସେପଟେ କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ରେଞ୍ଜରେ ମଧ୍ୟ ଶିମିଳିପାଳ ଜଙ୍ଗଲରୁ ୩ଟି ହାତୀ ଆସି କୋଇତା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

The post ହାତୀ ଆତଙ୍କରେ ଫସଲ ନଷ୍ଟ appeared first on ONA KHABAR.