ଯାଜପୁର – ONA KHABAR

କେନ୍ଦ୍ରିୟ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ
ଯାଜପୁର: ଯାଜପୁର କେନ୍ଦ୍ରିୟ ବିଦ୍ୟାଳୟ ପରିସର ରେ କେନ୍ଦ୍ରିୟ ବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପ୍ରିନସପାଲ ସଂଜୟ ଯାଦବ ଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରି ଯୋଗ ଦେଇ ବିଦ୍ୟାଳୟ ପ୍ରତିଷ୍ଠା ର ଇତିହାସ ଓ ଏହାର ସଫଳତା ସଂପର୍କରେ ଛାତ୍ର ଛାତ୍ରି ଙ୍କୁ ଅବଗତ କରି ଥିଲେ । ଏହି ଅବସର ରେ ସଫଳତା ହାସଲ କରିଥିବା ପୁରାତନ ଛାତ୍ର ଛାତ୍ରୀ ମଧ୍ୟ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ଜେଜ୍ ବାପା ଓ ମାଆ ଦିବସ ପାଳନ କରାଯାଇଥିଲା ।

The post କେନ୍ଦ୍ରିୟ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ appeared first on ONA KHABAR.

ବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ
ଯାଜପୁର: ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଜିଳ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ ହୋଇଯାଇଛି। ଯାଜପୁରର ଅତିରିକ୍ତ ଜିଲ୍ଳାପାଳ ନବକ୍ରିଷ୍ଣ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସବୁବେଳେ ନୂଆ ନୂଆ କିଛି କରିବା ପାଇଁ ଉଦ୍ୟମ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ବିଜ୍ଞାନ ଶିକ୍ଷକ ସୁପରଭାଇଜର କୁମାରସେନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରିଣୀ ନିବେଦିତା ପାଣି ଏବଂ ବୈଜ୍ଞାନିକ ଓ ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇ ଏହି ମେଳାର ଉଦ୍ଧେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଆଜି ଏହି ପ୍ରଦର୍ଶନୀରେ ଜିଲ୍ଳାର ୧୦ ଗୋଟି ବ୍ଳକରୁ ୭୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଛି। ଏଥିରୁ ଶ୍ରେଷ୍ଠ ପ୍ରଦର୍ଶିତ ମଡେଲକୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନିତ କରାଯିବ ବୋଲି ଜଣାପଡିଛି।

The post ବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ appeared first on ONA KHABAR.

ଯାଜପୁରରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ଯାଜପୁର: ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଖରିଫ୍ ବର୍ଷ ୨୦୨୪-୨୫ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥିଭାବେ ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଯୋଗଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ ସ୍ବାଗତ ଭାଷଣ ଦେଇଥିଲେ। ଆସନ୍ତା ତା ୦୭.୦୧.୨୦୨୫ ରିଖରେ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ଜିଲ୍ଲାରେ ମୋଟ୍ ୫୩,୧୭୯ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ୧୨୭ ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୩୫ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ଏମ.ଏସ.ପି ବୃଦ୍ଧି କରାଯାଉଥିବାରୁ ଧାନ ସଂଗ୍ରହ ବୃଦ୍ଧି ପାଇବ ବୋଲି ବିଧାୟକମାନେ ମତ ପୋଷଣ କରିଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି କହିଲେ ସରକାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବେ। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ମାନଙ୍କରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ଚୋରାଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି। ସମସ୍ତ ମଣ୍ଡିମାନଙ୍କରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଓ ୪ /୫ ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩00 ଟଙ୍କା ଏବଂ ଗ୍ରେଡ – ଏ ମୂଲ୍ୟ ୨୩୨୦ ଟଙ୍କା ରଖାଯାଇଛି। ଏହା ସହ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ସହ ସର୍ବମୋଟ ୩୧୦୦ ଟଙ୍କା ହେବ। ପ୍ରତ୍ୟେକ ମଣ୍ଡିରେ ଗୁଣାତ୍ମକମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା ରହିଛି। ଧାନର ମାନ ନିରୀକ୍ଷଣ କରିବା ପାଇଁ ଗ୍ରେନ୍ ଆନାଲାଇଜର ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ରର ବ୍ୟବସ୍ଥା ହୋଇଛି। ବାହାର ଜିଲ୍ଲାରୁ କିମ୍ବା ଆନ୍ତଃରାଜ୍ୟ ଧାନ ବିକ୍ରି ରୋକିବା ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ। ଧାନର ମାନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାରେ ୫୦ ଟି ପ୍ୟାକସ୍ ର ଗୋଦାମ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଯେପରି କଟନୀ ଛଟନୀ ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଧାୟକ ଓ ବିଧାୟିକା ମାନେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ। ଚଳିତ ବର୍ଷ ଜିଲ୍ଲାରେ ଚାଷୀ ମାନଙ୍କଠାରୁ ୧୫ ଲକ୍ଷ ୭୫ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ। ବରୀ ଓ ରସୁଲପୁର ବ୍ଲକରେ ଚାଷୀ ପଞ୍ଜିକରଣ କମ ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକ/ବିଧାୟିକା ମାନେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଫ୍.ଏ.କ୍ୟୁୁ ଧାନରେ କଟନୀ ଛଟନୀ ହେଲେ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ। ଏହି ବୈଠକରେ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ, ଚାଷୀ ପ୍ରତିନିଧି, ମିଲର, ଯୋଗାଣ ଓ ସମବାୟ ବିଭାଗର କର୍ମକର୍ତ୍ତା ପ୍ୟାକସ୍ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲାପାଳ ଚଳିତ ବର୍ଷ ଯାଜପୁର ଜିଲ୍ଲାରେ କିଭଳି ସହଜରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

The post ଯାଜପୁରରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ appeared first on ONA KHABAR.

ନୀଳାଚଳ ଇସ୍ପାତ ନିଗମ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ପିଲାଙ୍କୁ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ
ଯାଜପୁର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଟିମ୍ ଦ୍ୱାରା ଶାଳୀଜଙ୍ଗା ପଂଚାୟତ ବଜରପଲି ଗ୍ରାମର ଟିଏସ୍‌ଏଫ୍ ଆଦିବାସୀ ଭାଷା କେନ୍ଦ୍ରରେ ଶନିବାର ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଦିବାସୀ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରିଥିଲା। ଏନ୍‌ଆଇଏନ୍‌ଏଲ୍ ର ସ୍ୱେଚ୍ଛାସେବୀମାନେ ଆଦିବାସୀ ଭାଷା କ୍ଲାସର ପିଲାମାନଙ୍କ ସହିତ ଓଲଚିକି ଏବଂ ବାରଙ୍ଗ ଚିଟି ଭାଷା ବିଷୟରେ ଆଲୋଚନା କରିଥିଲେ। ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପିଲାମାନଙ୍କୁ ଚିତ୍ରାଙ୍କନ ଖାତା ଏବଂ ବିଭିନ୍ନ ରଙ୍ଗର ପ୍ରୋ ନେସିଲ ପ୍ରଦାନ କରି ସୌରା ଚିତ୍ରକଳା ତିଆରି କରିବାକୁ ଉତ୍ସାହିତ କରିଥିଲେ। ଏହାବ୍ୟତୀତ ପିଲାମାନଙ୍କୁ ନୋଟ୍ ବୁକ୍ ଓ ଜଳଖିଆ ଆଦି ପ୍ରଦାନ କରାଯାଇଥିଲା। ପିଲାମାନେ ବେଶ୍ ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

The post ନୀଳାଚଳ ଇସ୍ପାତ ନିଗମ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ପିଲାଙ୍କୁ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ appeared first on ONA KHABAR.

ପ୍ଲାଣ୍ଟ ସାଜିଛି ମରଣ ଯନ୍ତା: ରାସ୍ତା ପ୍ରଶସ୍ତ ନଥିବାରୁ ଟ୍ରାଫିକ ସମସ୍ୟା
ଯାଜପୁର: ଯାଜପୁର ରୋଡ ସହର କଳିଙ୍ଗ ନଗର ଶିଳ୍ପl ଅଞ୍ଚଳ ମୁଖଶlଳା କଳିଙ୍ଗନଗର l ଏହି ସହର ଉପର ନିର୍ଭର କରିଥାନ୍ତି କଳିଙ୍ଗ ନଗର ର କାରଖାନା କର୍ମଚାରୀ ଶ୍ରମିକ ଓ ପଦାଧିକାରୀ l ସେମାନଙ୍କୁ କାରଖାନାକୁ ନେବା ଆଣିବା କରିବା ପାଇଁ ତିନି ସହ ରୁ ଉର୍ଦ୍ଧ୍ବ ବସ ନିୟୋଜିତ ହୋଇଛି ସେହି ତୁଳନା ରେ ସହର ର ରାସ୍ତା ଗୁଡ଼ିକ ପ୍ରଶସ୍ତ ନଥିବାରୁ ଟ୍ରାଫିକ ବିପର୍ଯ୍ୟସ୍ତ ହେଉଚି ବସ ଗୁଡିକ ସହର ବିଭିନ୍ନ ରାସ୍ତା ରେ କାରଖାନା କାର୍ମ ଚlରି ମାନଙ୍କୁ ନେବା ଆଣିବା ପାଇଁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସ ରହୁଛି l ବସ ଗୁଡିକ ଦୂତ ଗତିରେ ସହର ଭିତରେ ଯିବା ଆସିବା କରୁଚି ଅନ୍ୟ ଜlନ ବାହlନ ଗୁଡ଼ିକ ଧକ୍କା ମାରିବା ଫଳ ରେ ଦୈନିକ ଛୋଟ ବଡ଼ ଦୁର୍ଘଟନା ଘଟୁ ଛି ପ୍ଲାଣ୍ଟ ବସ ରେ ଦୁଇ ଜଣ ରୁ ଅଧିକ ମୃତ୍ୟୁ ବରଣ କରିଚନ୍ତି l ଏ ସଂପର୍କ ରେ ସହର ବିଭନ୍ନ ଗଣ ସଂଗଠନ ପକ୍ଷରୁ ଜିଲ୍ଳା ପ୍ରଶାସନ କୁ ଅପଗତ କାରା ଯାଇଚି କିନ୍ତୁ ଫଳ ଶୂନ l ପ୍ଲାଣ୍ଟ ବସ ଗୁଡିକ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥଳ ବ୍ୟବସ୍ତା କରିବା ପାଇଁ ଦାବି ହେଉଛି l

The post ପ୍ଲାଣ୍ଟ ସାଜିଛି ମରଣ ଯନ୍ତା: ରାସ୍ତା ପ୍ରଶସ୍ତ ନଥିବାରୁ ଟ୍ରାଫିକ ସମସ୍ୟା appeared first on ONA KHABAR.

ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା
ଯାଜପୁର: ଯାଜପୁର ଜିଲ୍ଲା ପରିଷଦ ମିନି ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଗୃହ ମଞ୍ଜୁର ନିମନ୍ତେ ନୂତନ ହିତାଧିକାରୀ ଚିହ୍ନଟ ସମ୍ପର୍କୀୟ ଏକ ସମ୍ବାଦ ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ କହିଲେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ଟିଏ ଗଢି ତୋଳି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାଥମିକତା। ଏହି ଯୋଜନାରେ ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାରକୁ ଅଯୋଗ୍ୟ ବିବେଚନା କରାଯିବ ନାହିଁ। ପରିବାରର ମାସିକ ଆୟର ସୀମା ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ନୂତନ ସର୍ଭେ ଆରମ୍ଭ ହେବାକୁ ଯାଉଛି। କ୍ଷେତ୍ର କର୍ମଚାରୀଙ୍କ ବ୍ୟତୀତ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ। ଏହା ଦ୍ବାରା ସର୍ଭେ ରୁ ବାଦ୍ ପଡ଼ିବା ଆଶଙ୍କା ଦୂର ହୋଇପାରିବ। ପ୍ରତ୍ୟେକ ପଞ୍ଚାୟତରେ ଏ ସମ୍ପର୍କରେ କର୍ମଶାଳା ଆୟୋଜନ କରାଯିବ। ଯାଜପୁର ଜିଲ୍ଲାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଡିସେମ୍ବର ୨, ୩, ଏବଂ ୪ ତାରିଖରେ କର୍ମଶାଳା ଆୟୋଜନ କରାଯିବ। ସର୍ଭେ ସମୟରେ ପରିବାର ସଦସ୍ୟଙ୍କ ଆଧାର, ଜବ କାର୍ଡ, ଏବଂ ବ୍ୟାଙ୍କ୍ ଜମା ଖାତା ପ୍ରସ୍ତୁତ ରଖିବା ଆବଶ୍ୟକ। ବ୍ଲକ କର୍ମଚାରୀ ଗ୍ରାମର ପ୍ରତ୍ୟେକ ସାହିକୁ ଗସ୍ତ କରି ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରିବେ। ପୂର୍ବେ ଏକାନ୍ନବର୍ତ୍ତି ପରିବାରର ସଦସ୍ୟମାନେ ପୃଥକ୍ ଭାବେ ବସବାସ କରୁଥିଲେ ସେମାନଙ୍କୁ ଏହି ସର୍ଭେ ରେ ଭିନ୍ନ ପରିବାର ହିସାବରେ ଗ୍ରହଣ କରାଯିବ। ଯୋଗ୍ୟ ଭିନ୍ନକ୍ଷମ ସଦସ୍ୟ, ତୃତୀୟ ଲିଙ୍ଗି, ବିଧବା, ନିରାଶ୍ରୟ ଏବଂ ମୁକ୍ତ ଗୋତି ଶ୍ରମିକ ପରିବାରଙ୍କ କ୍ଷେତ୍ରରେ ତାଲିକାଭୁକ୍ତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵତନ୍ତ୍ର ଧ୍ୟାନ ଦେବେ। କ୍ଷେତ୍ର କର୍ମଚାରୀମାନେ ସର୍ଭେ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କର ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ଆଧାର ନମ୍ବର, ଜବ କାର୍ଡ ନମ୍ବର, ରୋଜଗାର ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟ ପୂରଣ କରିବେ। ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ହିତାଧିକାରୀ ଭାବେ ପରିଗଣିତ ହେବେ। ସର୍ଭେ ଆରମ୍ଭ ହେବାର ଏକ ମାସ ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଓ ହିତାଧିକାରୀଙ୍କ ଦ୍ଵାରା ପଞ୍ଜୀକୃତ ହୋଇଥିବା ପରିବାରଙ୍କ ନାମ ଗ୍ରାମୱାରି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ। ସର୍ଭେ ଶେଷ ହେବା ପରେ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଗ୍ରାମର ପ୍ରମୁଖ ସ୍ଥାନରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବ। ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ତଦାରଖ କରିବେ। ଯାଜପୁର ଜିଲ୍ଲାରେ ଗତ ୨ ବର୍ଷରେ ୨୬ ହଜାର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଇଛି। ଯାଜପୁର ଜିଲ୍ଲାର ୩୧୧ ପଞ୍ଚାୟତରେ ଡିସେମ୍ବର ୨, ୩ ଓ ୪ ତାରିଖରେ ଏହି କର୍ମଶାଳା ଅନୁଷ୍ଠିତ ହେବ ବୋଲି ଶ୍ରୀ ବେହୁରିଆ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ଜରିଆରେ ଜନ ସାଧାରଣଙ୍କ ନିକଟରେ ଏ ସମ୍ପର୍କୀୟ ସଚେତନତା ବାର୍ତ୍ତା ପହଞ୍ଚିପାରିବ ବୋଲି ପ୍ରକାଶ କରିଥିଲେ। ଏହି ସମ୍ବାଦ ଦାତା ସମ୍ମିଳନୀ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରୋଜେକ୍ଟ ମ୍ୟାନେଜର, ରୁରାଲ ହାଉସିଂ ସୁହାନା ବେଗମ୍ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

The post ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା appeared first on ONA KHABAR.

ଡମ୍ଫର ଓ ଆମ୍ବୁଲାନ୍ସର ଧକ୍କା: ରୋଗୀ ମୃତ, ୩ ଗୁରୁତର
ଯାଜପୁର: ଭାରସାମ୍ୟ ହରାଇ ଡମ୍ଫର ଓ ଆମ୍ବୁଲାନ୍ସ ର ଧକ୍କା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଏନଏଚ ୧୬ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ‌ଆସୁଥିଲା। ଏନଏଚ୍‌ ୧୬ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏକ ଡମ୍ଫର ଛିଡ଼ା ହୋଇଥିଲା। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡମ୍ଫରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ୩ ଜଣ ଗୁରୁତର ଆହତ ହୋଇଥିଲେ।

The post ଡମ୍ଫର ଓ ଆମ୍ବୁଲାନ୍ସର ଧକ୍କା: ରୋଗୀ ମୃତ, ୩ ଗୁରୁତର appeared first on ONA KHABAR.

ନୀଳାଚଳ ଇସ୍ପାତ ସମ୍ପ୍ରସାରଣ
ଯାଜପୁର: ଯାଜପୁରର ଶିଳ୍ପ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜାତୀୟ ଲଙ୍ଗ ପ୍ରୋଡକ୍ଟ ଇସ୍ପାତ ଉତ୍ପାଦ ବଜାରରେ ଜିଲ୍ଲକୁ ଏକ ପ୍ରମୁଖ ସ୍ଥାନ ଭାବରେ ଗଢିତୋଳିବା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଏହାର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ବାର୍ଷିକ ୯.୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଏହି ସମ୍ପ୍ରସାରଣ ଯୋଜନାରେ ସାମିଲ କରାଯାଇଛି। ଯାଜପୁର ଜିଲ୍ଲାର ଡୁବୁରିଠାରେ ଥିବା ଏହି ଇସ୍ପାତ କାରଖାନାର ସମ୍ପ୍ରସାରଣ ଯୋଜନା ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜଳ ବ୍ୟବହାର ପାଇଁ ଏକ ନୂତନ ବେଞ୍ଚମାର୍କ ସୃଷ୍ଟି କରିବ। ଟନ ଅଫ କୃଡ ଷ୍ଟିଲ (ଟିସିଏସ୍‌)ର ବର୍ତ୍ତମାନର ଜଳ ବ୍ୟବହାର କୁ ଆଧାର କରି, ସମ୍ପ୍ରସାରଣ ପରେ ଆନୁମାନିକ ବ୍ୟବହାର କ୍ୟୁବିକ ମିଟର୨.୬୬ ମିଗ୍ରା/ଟିସିଏସ୍ ହେବ, ଯାହା କି ଶିଳ୍ପରେ ସର୍ବନିମ୍ନ ସ୍ତରକୁ (ପ୍ରାୟ ୧.୮୪) ପ୍ରତିଶତ ହ୍ରାସ ପାଇବ। ଏଥିରେ ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ (ଜେଡ୍‌ଏଲ୍‌ଡି) ଏବଂ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଉତ୍ପାଦନ କ୍ଷମତାରେ ଦଶ ଗୁଣ ବୃଦ୍ଧି ହେତୁ, ଏନଆଇଏନଏଲ୍ ପ୍ଲାଣ୍ଟରେ ସାମଗ୍ରିକ ଜଳ ବ୍ୟବହାର ଘଣ୍ଟାପ୍ରତି ୪୦୦ କ୍ୟୁବିକ ମିଟର ଏମ୩ /ଘଣ୍ଟାରୁ ୪,୬୦୦ ଏମ୩/ଘଣ୍ଟାକୁ ବୃଦ୍ଧି ପାଇଥାଏ। ଉତ୍ପାଦନ ପ୍ରକ୍ରିୟା ରେ ବାଷ୍ପୀକରଣ, ଲିକ୍ ଆଦି କାରଣରୁ ନଷ୍ଟ ହେଉଥିବା ପାଣିକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଏଥିରେ ଉଲ୍ଲେଖ ନୀୟ ଉନ୍ନତି ଆଣିବା ପାଇଁ ଏନ୍‌ଆଇଏନ୍‌ଏଲ୍ ଉନ୍ନତ ଜଳ ସଂରକ୍ଷଣ ପାଇଁ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯିବଏନ୍‌ଆଇଏନ୍‌ଏଲ୍ ର ସମ୍ପ୍ରସାରିତ କ୍ଷମତା ପାଇଁ ନିକଟସ୍ଥ ଜଳଉତ୍ସରୁ ଜଳ ସଂଗ୍ରହ କରାଯିବ। ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ବର୍ତ୍ତମାନର ଭିତ୍ତିଭୂମି ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛିି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡଲାଇନ ଅନୁଯାୟୀ ଅତିରିକ୍ତ ଜଳ ନିଷ୍କାସିତ ହେବ। ବର୍ଷା ଜଳର ବ୍ୟାପକ ବ୍ୟବହାର କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକଳ୍ପ ଭୂତଳ ଜଳ ନିଷ୍କାସନ ଉପରେ ନିର୍ଭର କରିବ ନାହିଁ। ଏହି ଯୋଜନାରେ ଜିରୋ ଲିକ୍ୱିଡ୍ ଡିସଚାର୍ଜ (ଜେଡଏଲଡି) ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ। ପ୍ଲାଣ୍ଟରେ ବ୍ୟବହୃତ ପାଣିକୁ ପୁନଃବ୍ୟବହାରଯୋଗ୍ୟ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶ କରିବ। ମୂଲ୍ୟବାନ ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଏନ୍‌ଆଇଏନ୍‌ଏଲ୍ ସର୍ବଦା ଗୁରୁତ୍ୱ ଦେଇଆସୁଛି। ଏନ୍‌ଆଇଏନ୍‌ଏଲ୍ ଏହାର ପରିବେଶ ପ୍ରଭାବଗତ ପରିବେଶ ପ୍ରଭାବ ହ୍ରାସ କରିବା ଏବଂ ଉପଲବ୍ଧ ସମ୍ବଳର ସଠିକ ବ୍ୟବହାର କରିବା ପାଇଁ ଗୁରୁତ୍ୱାରୋପ କରୁଛି। ଏହି ସବୁ ପଦକ୍ଷେପ ୨୦୪୫ ସୁଦ୍ଧା ଟାଟା ଷ୍ଟିଲର ନେଟ ଜିରୋ ଲକ୍ଷ ପୂରଣ କରିବା ସହଯୋଗ ପ୍ରଦାନ କରିବ।

The post ନୀଳାଚଳ ଇସ୍ପାତ ସମ୍ପ୍ରସାରଣ appeared first on ONA KHABAR.

ବିଧାୟକଙ୍କୁ ଆକ୍ରମଣ: ୪ ଅଟକ
ଯାଜପୁର: ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗରେ ୪ ଜଣକୁ ଟାଉନ୍ ଥାନା ପୋଲିସ ଅଟକ ରଖି ଥିବା ଜଣାପଡିଛି । ଉଭୟ ପକ୍ଷରୁ ଥାନାରେ ବସିଥିବା ବିଜେଡି ଓ ବିଜେପି କର୍ମୀଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ବୁଝାସୁଝା କରିବା ସହ ଉଭୟଙ୍କ ସହ ଆଲୋଚନା ପରେ ଥାନାରୁ ହଟିଥିଲା ଧାରଣା । ସେପଟେ ଏହି ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁରରେ ପହଞ୍ଚି ଛନ୍ତି ADG ସଞ୍ଜୟ କୁମାର । ସୂଚନା ଥାଉକି, ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଛି । ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଧର୍ମଶାଳା ବିଧାୟକଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, ତାଙ୍କ ଦଳ ହିଂସାରେ ବିଶ୍ବାସ କରେ ନାହିଁ, ଏଭଳି ଅଭିଯୋଗ ଭିତ୍ତିହୀନ । ତେବେ ବିଧାୟକଙ୍କ ଅଭିଯୋଗ ଆଧାରରେ ୪ଜଣକୁ ପୁଲିସ୍ ଅଟକ ରଖି ଅଧିକ ପଚରା ଉଚରା କରିଛି । ଫେରାର ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

The post ବିଧାୟକଙ୍କୁ ଆକ୍ରମଣ: ୪ ଅଟକ appeared first on ONA KHABAR.

ଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର
ଯାଜପୁର: ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାର ଷ୍ଟେସନ ନିକଟ ହୋଇଛି ଦୁର୍ଘଟଣା। ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ବାହାଘର ପାର୍ଟି ସାରି ଫେରୁଥିବା ସମୟରେ ମଧ୍ୟରାତ୍ରିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ଗୋପାଳପୁର ଅଞ୍ଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ ବର୍ଷୀୟ ପୁଅ ଅବିନାଶ ମହାପାତ୍ର ବୋଲି ଜଣା ପଡ଼ିଛି।

The post ଓଲଟିଲା କାର୍: ଜଣେ ମୃତ, ୨ ଗୁରୁତର appeared first on ONA KHABAR.